Jump to content

ନୈତିକ ଜୀବନ

ଉଇକିଅଭିଧାନ‌ରୁ

ନୈତିକ ଜୀବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)

[ସମ୍ପାଦନା]
୧. ଯେଉଁ ଜୀବନ ସୁନୀତି ଅନୁସରଣ କରି ଅତିବାହିତ ହୁଏ —୧. A life passed in following morality.
୨. ନୀତି ଦୃଷ୍ଟିରେ ପରିଚାଳିତ ଜୀବନ; ସୁନୀତି ବା କୁନୀତି ଅନୁସରଣ କରୁଥିବା ବ୍ୟକ୍ତିର ଜୀବନ — ୨. Life as judged from a moral standpoint.