Jump to content

ନୈତିକ ବଳ

ଉଇକିଅଭିଧାନ‌ରୁ

ନୈତିକ ବଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)

[ସମ୍ପାଦନା]
୧. ସୁନୀତି ଅନୁସାରେ କର୍ମ କରିବା ମନୁଷ୍ୟର ଯେଉଁ ବଳ ଜାତ ହୁଏ —୧. Moral force; moral strength.
୨. ମାନସିକ ବଳ —୨. Mental strength.