ନୈତିକ ସାହସ
ଦେଖଣା
ନୈତିକ ସାହସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)
[ସମ୍ପାଦନା]- ୧. ସୁନୀତି ଅବଲମ୍ୱନ କରିବା ଯୋଗୁଁ ମନୁଷ୍ୟର ମନରେ ଯେଉଁ ସାହସ ଜାତ ହୁଏ — ୧. Moral courage.
- ୨. ଉତ୍ତମ ବା ସୁନୀତି—ଅନୁମୋଦିତ କର୍ମ କରିବା ପାଇଁ ମନୁଷ୍ୟ ମନରେ ଯେଉଁ ନିର୍ଭୀକତା ଜନ୍ମେ — ୨. Courage of one's convicitions; fear-lessness to do or die, resulting from one's adherance to morality.