Jump to content

ନୈତ୍ୟିକ

ଉଇକିଅଭିଧାନ‌ରୁ

ନୈତ୍ୟିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନିତ୍ୟ+ଭାବାର୍ଥେ. ଇକ)

[ସମ୍ପାଦନା]
୧. ପ୍ରତିଦିନ କର୍ତ୍ତବ୍ୟ — ୧. Performable daily.
୨. ଦୈନିକ —୨. Repeated daily.
୩. ସନ୍ତତ; ନିୟମିତ ରୂପେ ବା ପ୍ରତିଦିନ ଘଟୁଥିବା — ୩. Perpetual; constant; regularly recurring.