ନୈଧାନୀ
(ନୈଧାନିକ—ଅନ୍ୟରୂପ)
(ସ୍ମୃତି)—ଯେଉଁ ସୀମାର ଚିହ୍ନ ଭୂମିରେ ପୋତାଯିବା କୋଇଲା ବା ତୁଷଦ୍ୱାରା ଚିହ୍ନିତ ହୁଏ (ହିନ୍ଦୀ - ଶ) — (Hindu Law) A boundary line which is distinguished by carbon or chaff buried in the ground.