Jump to content

ନୈପାଳ

ଉଇକିଅଭିଧାନ‌ରୁ

ନୈପାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନେପାଳ+ଭାବାର୍ଥେ. ଅ)

[ସମ୍ପାଦନା]

ନେପାଳୀ; ନେପାଳଦେଶୀୟ — Nepalese.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନେପାଳୀ ନିମ୍ୱ ଗଛ — ୧. The Dirachta tree of Nepal.
୨. ଏକପ୍ରକାର ଆଖୁ — ୨. A species of sugarcane.