Jump to content

ନୈପୁଣ

ଉଇକିଅଭିଧାନ‌ରୁ

ନୈପୁଣ

ଉଚ୍ଚାରଣ

[ସମ୍ପାଦନା]

(ନୈପୁଣ୍ୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ନିପୁଣ+ଭାବାର୍ଥରେ. ଅ)

[ସମ୍ପାଦନା]
୧. ନିପୁଣତା; ଦକ୍ଷତା; ପଟୁତା — ୧. Skill; dexterity; cleverness.
୨. ଯୋଗ୍ୟତା —୨. Ability.
୩. ପ୍ରାଧାନ୍ୟ; ଉତ୍କୃଷ୍ଟତା — ୩. Superiority; eminence.
୪. ପାରିପାଟ୍ୟ — ୪. Neatness; elegance; method; orderliness.