Jump to content

ନୈବିଦ୍ୟ

ଉଇକିଅଭିଧାନ‌ରୁ

ନୈବିଦ୍ୟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନୌବଦ୍ୟ)

[ସମ୍ପାଦନା]

ଦେବତାଙ୍କୁ ଭୋଗକରାଯିବା— ଖାଦ୍ୟବସ୍ତୁ —Offerings of food to a Deity.

[ଦ୍ରଷ୍ଟବ୍ୟ —ଦେବତାଙ୍କୁ ଭୋଗ ହେବାପାଇଁ ଅଭିପ୍ରେତ ସାମଗ୍ରୀ ନୈବେଦ୍ୟ ଦିଆଯିବା ପୂର୍ବରୁ ଅମୁହିଆ ଏବଂ ନିବେଦିତ ହୋଇ ସରିଲେ ନୈବେଦ୍ୟ, ନିର୍ମାଲ୍ୟ ବା ପ୍ରସାଦ ଆଖ୍ୟା ପାଏ]