Jump to content

ନୈମେୟ

ଉଇକିଅଭିଧାନ‌ରୁ

ନୈମେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନି+ମି ଧାତୁ=ମାପିବା+କର୍ମ. ଏୟ=ନିମେୟ; ନିମେୟ+ଅ)

[ସମ୍ପାଦନା]
୧. ବିନିମୟ; ବଦଳ —୧. Exchange; barter.
୨. ବାଣିଜ୍ୟ —୨. Trade.