Jump to content

ନୈର୍ମଲ୍ୟ

ଉଇକିଅଭିଧାନ‌ରୁ

ନୈର୍ମଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିର୍ମଳ+ଭାବେ. ଯ)

[ସମ୍ପାଦନା]
୧. ନିର୍ମଳତା — ୧. Transparency.
୨. ବିଶୁଦ୍ଧତା —୨. Purity; spotlessness.
୩. ବିଷୟ ବୈରାଗ୍ୟ —୩. Indifference to wordly affairs.