ନୈର୍ରତ
ଦେଖଣା
ନୈର୍ରତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନିଋତ=ଦକ୍ଷିଣ ପଶ୍ଚିମ ଦିଗ+ଅପତ୍ୟାର୍ଥେ. ଅ)
[ସମ୍ପାଦନା]- ୧. ରାକ୍ଷସ —୨. A demon; gaint.
- ୨. ଦକ୍ଷିଣ ପଶ୍ଚିମ କୋଣ — ୨. The southwest.
- ୩. (ଜ୍ୟୋତିଷ) ନୈର୍ରତ କୋଣାଧିପତି ରାହୁ — ୩. The ascending node or Dragons head.
- ୪. ଦକ୍ଷିଣ ପଶ୍ଚିମକୋଣରେ ଅଧିପତି ଦେବ — ୪. The Deity presiding over the south-west quarter of the globe.
- ୫. ଅସଭ୍ୟ ଜାତିବିଶେଷ — ୫. Name of a wild tribe.
- ୬. ମୂଳନକ୍ଷତ୍ର (ହିନ୍ଦୀ - ଶ) —୬. The ୧୯th asterism.