Jump to content

ନୈଶ

ଉଇକିଅଭିଧାନ‌ରୁ

ନୈଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିଶା+ଭାବ ବା ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]
୧. ରାତ୍ରି ବା ନିଶାସମ୍ୱନ୍ଧୀୟ — ୧. Nocturnal; nightly.
୨. ରାତ୍ରିକାଳୀନ —୨. Taking place in the night.