Jump to content

ନୈଶ ବିଦ୍ୟାଳୟ

ଉଇକିଅଭିଧାନ‌ରୁ

ନୈଶ ବିଦ୍ୟାଳୟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଆଧୁନିକ ବ୍ୟବହାର)

[ସମ୍ପାଦନା]

ଯେଉଁ ବିଦ୍ୟାଳୟରେ ରାତ୍ରିରେ ଶିକ୍ଷା ଦିଆଯାଏ —Night school.

[ଦ୍ରଷ୍ଟବ୍ୟ —ଶିଳ୍ପୀ, ମୂଲିଆ ଓ କୃଷକ ଶ୍ରେଣୀର ଲୋକେ ଦିନଯାକ ନିଜ ନିଜ ଧନ୍ଦାରେ ଲାଗିଥିବାରୁ ପାଠ ପଡ଼ିବାକୁ ଅବସର ପାଆନ୍ତି ନାହିଁ ଏଣୁସେମାନଙ୍କ ଲାଗି ଏହିସବୁ ବିଦ୍ୟାଳୟରେ ସନ୍ଧ୍ୟା ପରେ ପାଠପଢ଼ାରେ ସୁବିଧା କରାଯାଏ]