Jump to content

ନୈଷଦିକ

ଉଇକିଅଭିଧାନ‌ରୁ

ନୈଷଦିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନି+ସଦ୍ ଧାତୁ+କର୍ତ୍ତୃ. ଇକ)

[ସମ୍ପାଦନା]
୧. ଉପବେଶନକାରୀ —୧. Sitting.
୨. ନିଷଦ ଦେଶବାସୀ (ହିନ୍ଦୀ - ଶ) — ୨. Residing in the Nishada country.