Jump to content

ନୈଷ୍କର୍ମ୍ୟ

ଉଇକିଅଭିଧାନ‌ରୁ

ନୈଷ୍କର୍ମ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିଷ୍କର୍ମନ୍+ଭାବେ. ଯ)

[ସମ୍ପାଦନା]
୧. ନିଷ୍କର୍ମତା — ୧. Neglect of work.
୨. ନିକମାପଣ; ଆଳସ୍ୟ — ୨. Laziness; inactivity; idleness.
୩. ସର୍ବକର୍ମ ତ୍ୟାଗ —୩. The giving up of work; complete cessation of activity.
୪. ମୁକ୍ତି —୪. Final beatitude; liberation.