ନୈଷ୍କୃତିକ
ଦେଖଣା
ନୈଷ୍କୃତିକ
ଉଚ୍ଚାରଣ
[ସମ୍ପାଦନା](ନୈଷ୍କୃତିକା; ନୈଷ୍କୃତିକୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ନିଷ୍କୃତ+ଇକ)
[ସମ୍ପାଦନା]- ୧. ନୈକୃତିକ; ଅଧାର୍ମିକ; ପାପୀ —୧. Impious; wicked; sinful.
- ୨. ପରବୃତ୍ତି ଛେଦନତତ୍ପର; ଯେ ପରର ଦାନାରେ ଧୂଳି ଦିଏ (ହିନ୍ଦୀ - ଶ) —୨. Bent on depriving others of their livelihood.
- ୩. ଅନ୍ୟର ହାନି କରି ଆପଣାର ସ୍ୱାର୍ଥସାଧନରେ ରତ — ୩. Engaged in furthering one's self interest by harnming others.