Jump to content

ନୈଷ୍ଠିକ

ଉଇକିଅଭିଧାନ‌ରୁ

ନୈଷ୍ଠିକ

ଉଚ୍ଚାରଣ

[ସମ୍ପାଦନା]

ନୈଷ୍ଠିକା, ନୈଷ୍ଠିକୀ ସ୍ତ୍ରୀ

  • (file)

ସଂସ୍କୃତ - ବିଶେଷଣ - (ନିଷ୍ଠା+ଇକ)

[ସମ୍ପାଦନା]
୧. ନିଷ୍ଠାପର — ୧. Devoted; given to strict observance of rites.
୨. ଦୃଢ଼ ଭାବରେ ପ୍ରତିଷ୍ଠିତ — ୨. Firmly established.
୩. ଦୃଢ଼ —୩. Firm; strict; fixed.
୪. ଯେ ଚିରକାଳ ପାଇଁ ସଂଯମ ବ୍ରତ ଗ୍ରହଣ କରେ; ଆଜୀବନ ହ୍ରହ୍ମଚାରୀ —୪. Vowing life long abstention and continence.
୫. ସ୍ଥାୟୀ —୫. Constant.
୬. ଅନ୍ତିମ —୬. Ulterior; last; final.
୭. ମରଣକାଳରେ କର୍ତ୍ତବ୍ୟ (କର୍ମ) (ହିନ୍ଦୀ - ଶ) — ୭. (acts) Proper to be done at the time of one's death.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗୁରୁଗୃହରେ ଯାବଜ୍ଜୀବନ ବାସ କରି ବ୍ରହ୍ମଚାରୀ ଅବଲମ୍ୱନ କରିବା ଛାତ୍ର —A student who lives at his preceptor's house for life and observes lifelong continence.