ନୈୟାୟିକ
ଦେଖଣା
ନୈୟାୟିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ନ୍ୟାୟ+ଜ୍ଞାତାର୍ଥେ. ଇକ)
[ସମ୍ପାଦନା]- ୧. ତାର୍କିକ; ନ୍ୟାୟଶାସ୍ତ୍ରଜ୍ଞ — ୧. Versed in logic; dialectic.
- ୨. ନ୍ୟାୟଶାସ୍ତ୍ର ସମ୍ୱନ୍ଧୀୟ — ୨. Pertaining to logic.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନ୍ୟାୟଶାସ୍ତ୍ର ଅଧ୍ୟୟନକାରୀ ବ୍ୟକ୍ତି; ନ୍ୟାୟଦର୍ଶନ ବେତ୍ତା ବ୍ୟକ୍ତି —Follower of the Nyāya system of Hindu pilosophy; a student of the Nyāya philosophy; a logician.