Jump to content

ନୋଟ୍ ବହି

ଉଇକିଅଭିଧାନ‌ରୁ

ନୋଟ୍ ବହି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ନୋଟ୍ ବୁକ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ନୋଟ୍ ଓ ଆରବୀ - ବହୀ)

[ସମ୍ପାଦନା]
୧. ଟିପ୍ପଣୀ ବହି —୧. Note book.
୨. ପକେଟ୍ ବହି —୨. Pocket book.