Jump to content

ନୋତା

ଉଇକିଅଭିଧାନ‌ରୁ

ନୋତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ଲୋତ)

[ସମ୍ପାଦନା]
୧. ଚୋରା (ମାଲ) — ୧. Stolen (propeerty).
୨. ଗୁପ୍ତ (ଧନ) —୨. Hidden (property).
୩. ପ୍ରୋଥିତ (ଧନ) —୩. Buried treasure.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗୁପ୍ତଧନ —୧. Hidden treasure.
୨. ପ୍ରୋଥିକ ଧନ —୨. Buried treasure.

[ଦ୍ରଷ୍ଟବ୍ୟ —କବଲାରେ ଏହି ଅର୍ଥରେ ନୋତା ଶବ୍ଦ ପୋତା ଶବ୍ଦର ସହଚରରୂପେ ବ୍ୟବହୃତ ହୁଏ ଯଥା, ପୋତାନୋତା ନିଧିନିଖାତ]