Jump to content

ନୋଥ

ଉଇକିଅଭିଧାନ‌ରୁ

ନୋଥ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନସ୍ତ=ନାସିକା)

[ସମ୍ପାଦନା]

ନୋଥ; ନଥ; ସ୍ତ୍ରୀଲୋକଙ୍କର ବାଆଁ ନାକରେ ପିନ୍ଧାଯିବା ଗୋଲାକାର ଅଳଙ୍କାର — A kind circular nose ring.

[ଦ୍ରଷ୍ଟବ୍ୟ —ନୋଥ ଅନେକ ପ୍ରକାର, ଯଥା—କଢ଼ି ନୋଥ, ଦକ୍ଷିଣି ନୋଥ, ଯାଉଁଳି ନୋଥ, ଜାଲି ନୋଥ, ତାର ନୋଥ ଓ ରତ୍ନ ନୋଥ]