ନୋଥରା
ଦେଖଣା
ନୋଥରା
ଉଚ୍ଚାରଣ
[ସମ୍ପାଦନା][ନୋଥ(ଥୁ) (ଥେ)(ଥୋ)ରୀ—ସ୍ତ୍ରୀ]
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ସ୍ଥୂଳକାୟ)
[ସମ୍ପାଦନା]- ୧. ନପୁଂସକ ବ୍ୟକ୍ତି —୧. Impotent person; eunoch.
- ୨. ଅଧିକ ବୟସ୍କ ହୋଇ ସୁନ୍ଧା ଯେ ବିବାହ କରି ନ ଥାଏ — ୨. A grown up bachelor.
- ୩. ଅତି ସ୍ଥୂଳକାୟ ବ୍ୟକ୍ତି — ୩. A fat or corpulent person.