ନୋଥୋରୀ
ଦେଖଣା
ନୋଥୋରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନୋଥୋରୀ
|
ଦେଶଜ - ସ୍ତ୍ରୀ—('ନୋଥରା'ର ସ୍ତ୍ରୀଲିଙ୍ଗ)
[ସମ୍ପାଦନା]- ୧. ସ୍ତ୍ରୀସ୍ୱଭାବରହିତା ନାରୀ; ହେଞ୍ଜେଡ଼ା —୧. A woman showing no external signs of femininty.
- ୨. ବୟସ୍ଥା କୁମାରୀ; ଅଭିଆଡ଼ୀ ଦରବୁଢ଼ୀ — ୨. A grown up maid.
- ୩. ଅତି ସ୍ଥୂଳକାୟା ସ୍ତ୍ରୀ — ୩. Very corpulent woman.
- ୪. ନୋଥରି ପଟା (ଦେଖ) - —୪. Nothari paṭā (See)