Jump to content

ନୋଥ ନାକ

ଉଇକିଅଭିଧାନ‌ରୁ

ନୋଥ ନାକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନାକର ଯେଉଁ ପୁଡ଼ାରେ ଲୋଥ ପିନ୍ଧାଯାଏ — The outer skin of that side of the nostril in which Notha is worn.

[ଦ୍ରଷ୍ଟବ୍ୟ —ଦେଶବିଦେଶରେ ନାକର ଭିନ୍ନ ଭିନ୍ନ ପୁଡ଼ାରେ ନୋଥ ପିନ୍ଧାଯାଏ ଓଡ଼ିଶାରେ ସ୍ତ୍ରୀଲୋକମାନେ ଡାହାଣ ପୁଡ଼ାରେ ଗୁଣା ଓ ବାଆଁ ପୁଡ଼ାରେ ନୋଥ ଓ ବସଣୀ ପିନ୍ଧନ୍ତି; କୌଣସି କୌଣସି ଅଞ୍ଚଳରେ ଡାହାଣ ପୁଡ଼ାରେ ମଧ୍ୟ ନୋଥ ପିନ୍ଧାଯାଏ]