Jump to content

ନୋଦ

ଉଇକିଅଭିଧାନ‌ରୁ

ନୋଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନୁଦ୍ ଧାତୁ=ପ୍ରେରଣ କରିବା+କର୍ମ. ଅ)

[ସମ୍ପାଦନା]
୧. ଆଜ୍ଞା —୧. Command; order.
୨. ଅନୁମତି —୨. Permission.
୩. (+ଭାବ. ଅ) ପ୍ରେରଣା —୩. Commissioning.