Jump to content

ନୋଦା

ଉଇକିଅଭିଧାନ‌ରୁ

ନୋଦା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନଡ଼ିଆ ବା ତାଳଗଛର ଗଣ୍ଡିକୁ ଲମ୍ୱ ଭାବରେ ମଝିରୁ ଚିରି ତହିଁ ମଧ୍ୟରୁ ଶସ ଯାକ କାଢ଼ିଯେଉଁ ଫାଳିକିଆ ନଳା ପ୍ରସ୍ତୁତ କରାଯାଏ (ଯହିଁରେ ପାଣି ଯିବା ଆସିବା କରିପାରେ) ଲୋଧା —A semicircular tunnel or pipe made from the trunk of a palm or cocoanut tree by splitting it lengthwise into two and grooving it and which is used for the purpose of passing water through it.

[ଦ୍ରଷ୍ଟବ୍ୟ —ଏହି ନୋଦାକୁ ଚାଳର ଓଳିତଳେ ଓଳିର ସମାନ୍ତରେ ଲମ୍ୱ ଭାବରେ ବାନ୍ଧି ଦେଲେ ଓଲିରୁ ଗଡ଼ିବା ବର୍ଷାଜଳ ନୋଦା ଉପରେ ପଡ଼ି ନୋଦାର ମୁଣ୍ଡକୁ ଗଡ଼ି ଯାଇ ତଳକୁ ପଡ଼େ କ୍ଷେତ୍ରକୁ ପାଣି ବୋହିବା ବେଳେ ଏହି ଉଠାଇ ଢ଼ାଳି ନୋଦାର ଏକ ମୁଣ୍ଡରେ ଜଳାଶୟରୁ ତେଣ୍ଡାରେ ପାଣି ଉଠାଇ ଢଞାଳି ଦେଲେ ସେ ପାଣି ବୋହି ଆସି ଅନ୍ୟ ମୁଣ୍ଡରେ ଥିବା ପାଣି ମାହାରାରେ ପଡ଼େ ନୋଦାର ମଝିକୁଗୋଟିଏ ଆଡ଼ଧାରଣା ଉପରେ ସଂଲଗ୍ନ କରି ଏବଂ ତାହାର ଗୋଟିଏ ମୁଣ୍ଡକୁ ବନ୍ଦ କରି ପାଣିରେ ବୁଡ଼ାଇ ଟେକିଦେଲେ ସେ ପାଣି ସେହି ନୋଦାରେ ଗଡ଼ି ଆସି ନୋଦାର ଅନ୍ୟ ମୁଣ୍ଡରେ ଖୋଳା ହୋଇଥିବା ପହଣୀରେ ଜମା ହୋଇ କିଆରିରେ ମାଡ଼େ ଏହିପରି ଏକମୁଣ୍ଡ ବୁଜା ନୋଦାକୁ ଜନ୍ତ କହନ୍ତି]