Jump to content

ନୋଦିତ

ଉଇକିଅଭିଧାନ‌ରୁ

ନୋଦିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନୁଦ୍ ଧାତୁ ଣିଚ୍+କର୍ମ. ତ)

[ସମ୍ପାଦନା]
୧. ଆଜ୍ଞାପିତ — ୧. Commanded.
୨. ପ୍ରେରିତ —୨. Sent; commissioned.
୩. ଅପସାରିତ —୩. Removed; driven away.
୪. ଉତ୍ତେଜିତ —୪. Goaded; impelled.