Jump to content

ନୋଲକ

ଉଇକିଅଭିଧାନ‌ରୁ

ନୋଲକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ନୁଲକ, ନୁଲୁକ, ମୁଲକ, ନୁଲକୀଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୋଲକ)

[ସମ୍ପାଦନା]
୧. ନାକପୁଡ଼ାରେ ମଝି ଦଣ୍ଡିରେ କରାଯାଇଥିବା ଛିଦ୍ରରେ ପିନ୍ଧାଯିବା ଏକପ୍ରକାର ଦଣ୍ଡୀ (ଯହିଁରେ ଗୋଟିଏ ନୁଡ଼ୁକା ଲାଗିଥାଏ); ନୁଡ଼ୁକା —୧. A kind of nose ring with a pendant gem.
୨. କାନ ଓ ନାକର ଦଣ୍ଡି ବା ଫାସିଆରେ ଝୁଲୁଥିବା କ୍ଷୁଦ୍ର ଅଣ୍ଡାକାର ସୁନା ବା ରତ୍ନ ଖଣ୍ଡ —୨. A bit of gem or gold hanging as a pendant from an ear-ring or nose-ring.