ନୋଳା
ଦେଖଣା
ନୋଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ଲୋଳ=ଶିଥିଳ)
[ସମ୍ପାଦନା]- ୧. ମାଛ ପେଟରେ ଥିବା ମଞ୍ଜି ଏକ ଚିରୁଡ଼ା — ୧. One of the twin cylinder-likie cells of the roe or spawn found in the belly of big fishes.
- ୨. ବେକ୍ର ପ୍ରହାରଦ୍ୱାରା ଦେହରେ ବସିଯିବା ଲମ୍ୱ ନେଳି ନେଳି ଦାଗ —୨. The long bluish marks left on the body after a cane beating.