ନୋଳା ଫଟେଇବା
[ନୋଳା ବସା(ସେ)ଇବା—ଅନ୍ୟରୂପ]
ବେତଦ୍ୱାରା ଖୁବ୍ ମାଡ଼ ଦେବା, ଯେପରି କି ଦେହରେ ପ୍ରହାରର ଲମ୍ୱ ଲମ୍ୱ ଦାଗମାନ ରହିଯାଏ — To leave marks on the body after a cane-thrashing.