Jump to content

ନୋଳି

ଉଇକିଅଭିଧାନ‌ରୁ

ନୋଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୁଳ ଧାତୁ=ଦୋହଲିବା; ଦୋଳିବା)

[ସମ୍ପାଦନା]

କାନରେ ପିନ୍ଧିଯିବା ବଳୟାକାର ଅଳଙ୍କାର ବିଶେଷ — Ear-ring; a ring for the ear.

ଯାହାରଠାରେ ଦେଖୁଥାନ୍ତେ କଣ୍ଠୀ ନଳି ନେଉଥାନ୍ତେ ତାହା ଛଡ଼ାଇ ଦେଇ ଗାଳି କୃଷ୍ଣସିଂହ ମହାଭାରତ ଶାନ୍ତି