ନୋଳିଆ
ଦେଖଣା
ନୋଳିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନୋଳିଆ
|
(ନୋଳିଆଣୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ନୋଳିଆ
|
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ତେଲଙ୍ଗା ଅନାର୍ଯ୍ୟ ଧୀବର ଜାତିବିଶେଷ — A class of Telgu fisherman.
ଟିପାକାଠି ପୃଷ୍ଠେ ତରଙ୍ଗେ ଛୋଳିଆ ଗାଏ'ଜୟ ଗଙ୍ଗେଶ୍ୱର' ରାଧାନାଥ ପାର୍ବତୀ
ଦେଶଜ - ବିଶେଷଣ -
[ସମ୍ପାଦନା]କାନରେ ନୋଳି ପିନ୍ଧିଥିବା (ବ୍ୟକ୍ତି) —(a person) Wearing ear- rings.