Jump to content

ନୋହତି

ଉଇକିଅଭିଧାନ‌ରୁ

ନୋହତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ନହିତି—ଅନ୍ୟରୂପ]

(ହୋତି—ବିପରୀତ)

(ଯଥା—ସେ ନୋହୋତିରେ ଗଲା)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନ ଭବତି)

[ସମ୍ପାଦନା]
୧. ନହେବା କଥା — ୧. Negation; no.

(ଯଥା—ସେ ମୋତେ ହୋତି ନୋହତି କିଛି କହିଲା ନାହିଁ)

୨. (ଅଶୁଭ କଥାରେ ଶୁଭବାଚନ) ହଇଜା; ଓଲାଉଠା; ଝାଡ଼ାବାନ୍ତି — ୨. (euphemism) cholera.

(ଯଥା— ସୋ ନୋହୋତିରେ ଗଲା)