Jump to content

ନୋହିବା

ଉଇକିଅଭିଧାନ‌ରୁ

ନୋହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ନ+ଭୂ ଧାତୁ)

[ସମ୍ପାଦନା]
୧. ନ ହେବା — ୧. Not to be.

ଖଳିକାର ନୋହି କଳାକଗଜକୁ ଚିଲୁରେ—କବିସୂର୍ଯ୍ୟ, କିଶୋରୀ ଚମୂ

୨. ନ ଘଟିବା —୨. Not to happen.

ଦେଶଜ - ବିଶେଷଣ -

[ସମ୍ପାଦନା]

ହୋଇ ନଥିବା —Undone; unperformed.

ନୋହିବା କଥା କେହି ହୋଇ ମୋହର— କୃଷ୍ଣସିଂହ ମହାଭାରତ. ଆଦି