Jump to content

ନୋହିଲେ

ଉଇକିଅଭିଧାନ‌ରୁ

ନୋହିଲେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ନୋଚେତ୍)

[ସମ୍ପାଦନା]

ନ ହେଲେ; ନତୁବା — If not; otherwise; nor; else.

ତାହା ପାରିଲେ ମୋତେ କହି, ନୋହିଲେ ତୁନି ହୋଇ ରହ— ଭୂପତି ପ୍ରେମପଞ୍ଚାମୃତ