Jump to content

ନୋହୁ

ଉଇକିଅଭିଧାନ‌ରୁ

ନୋହୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ନହୁ—ଅନ୍ୟରୂପ)

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଲୋହ)

[ସମ୍ପାଦନା]

ଲହୁ; ରକ୍ତ — Blood.

ଦେଶଜ - କ୍ରିୟାପଦ - (ଭବିଷ୍ୟତ ଇଛାସୂଚକ ଅନଦରାର୍ଥ ୩ୟ ପୁ. ୧ବ)

[ସମ୍ପାଦନା]

(ସେବା ବା ତାହା) ନ ହେଉ — Let (him) be not; be it not.


(ଯଥା—ମୁଁ ଈଶ୍ୱରଙ୍କୁ ଡାକୁଛି ମୋ ପିଲାଟି ଅନ୍ୟ ଇସ୍କୁଲିଆ ପିଲାଙ୍କ ପରି ଅମାନିଆ ନୋହୁ)

ଦେଶଜ - ଅ

[ସମ୍ପାଦନା]

ନୋହୁଣୁ (ଦେଖ) - —Nohuṇu (See)