ନୋହୁଁ
ଦେଖଣା
ନୋହୁଁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ବର୍ତ୍ତମାନ କାଳ; ୧ମ ପୁ. ମାନ୍ୟାର୍ଥରେ 'ନ ହେଉଁ' ଏହି କ୍ରିୟାର ସଂକ୍ଷିପ୍ତ ଆକାର
[ସମ୍ପାଦନା]- ୧. (ଆମ୍ଭେ) ନ ଅଟୁଁ —୧. (I) Am not.
- ୨. (ଆମ୍ଭେମାନେ) ନ ଅଟୁ —୨. (we) Are not.
(ଯଥା—ଆମ୍ଭେମାନେ ପରର ଅନିଷ୍ଟକାରୀ ନୋହୁଁ)
ଅନୁବାଦ
[ସମ୍ପାଦନା]ଦେଶଜ - ଅ.
[ସମ୍ପାଦନା]ନୋହୁଣୁ (ଦେଖ) - Nohuṇu (See)
ସେକାଳ ନୋହୁଁ ଆସ ସମସ୍ତେ ଭାଳିବା, ପାଣ୍ଡବଙ୍କ ସଙ୍ଗତେ ବନରେ ରହିବା; କୃଷ୍ଣସିଂହ ମହାଭାରତ. ବନ