ନୋହୁଣୁ
ନ ହେଉଣୁ; ନ ହେବା ପୂର୍ବେ — Before (such a thing) happens or takes place.
(ଯଥା—ଏ ବର୍ଷ କାର୍ତ୍ତିକ ମାସ ନୋହୁଣୁ ଶୀତ ପଡ଼ି ଗଲା)