ନୌ
ଦେଖଣା
ନୌ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନୁଦ୍ ଧାତୁ=ପ୍ରେରଣ କରିବା+କର୍ମ. ଔ)
[ସମ୍ପାଦନା]ନୌକା; ଡଙ୍ଗା —Boat.
[ଦ୍ରଷ୍ଟବ୍ୟ —ସଂସ୍କୃତ 'ନୌ' ଶବ୍ଦ ସଙ୍ଗେ ତୁଳନା କରି ଗ୍ରୀକ୍ ଭାଷାର ନୌସ୍, ଲାଟିନ୍ ନାଭିସ୍ (Navis), ପ୍ରାଚୀନ ଜର୍ମାନ୍ (Nacho) ନାଚେ ଇଂରାଜିରେ ନାଭୀ (Navy)ର ଅର୍ଥ ରଣତରୀ ସମୂହ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ଓ ବିଶେଷଣ - (ସଂସ୍କୃତ - ନବତି)
[ସମ୍ପାଦନା]ନଉ; ନବେ; ୯ — Ninety; ୯୦.