Jump to content

ନୌକରାନ୍

ଉଇକିଅଭିଧାନ‌ରୁ

ନୌକରାନ୍

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ନୌକର ବା ଚାକରଗଣ ସମ୍ୱନ୍ଧୀୟ —୧. Relating to servants.
୨. ଚାକିରୀ ସମ୍ୱନ୍ଧୀୟ —୨. Relating to service.

(ଯଥା—ନୌକରାନ୍ ଜାଗିରୀ)

ବିଶେଷ୍ୟ -(ବହୁବଚନ)

[ସମ୍ପାଦନା]

ଚାକରମାନେ —Servants.