ନୌକର ସାହି
ଭୃତ୍ୟତନ୍ତ୍ର; ଭାତ୍ୟ ସମାଜ; ରାଜକୀୟ ଶାସନ ଚଳାଇବା ଭାତ୍ୟ— ମଣ୍ଡଳୀ —Bureaucracy; the body of officials and servants carrying on administration; officialdom.