Jump to content

ନୌବାହ

ଉଇକିଅଭିଧାନ‌ରୁ

ନୌବାହ

ଉଚ୍ଚାରଣ

[ସମ୍ପାଦନା]

ନୌବାହକ, ନୌବାହୀଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ନୌ+ବହ୍ ଧାତୁ ଣିଚ୍+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେ ଡ଼ଙ୍ଗା ଚଳାଏ; ନାବିକ — ୧. Sailor; navigator.
୨. ଆହୁଲା —୨. An oar.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯେ ଡଙ୍ଗା ଚଳାଉ ଥାଏ — Plying a boat.