Jump to content

ନୌ ଯାତ୍ରୀ

ଉଇକିଅଭିଧାନ‌ରୁ

ନୌ ଯାତ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନୌ+ଯାତ୍ରିନ୍; ୧ମା. ୧ବ)

[ସମ୍ପାଦନା]

ନୌକାରେ ଯେଉଂମାନେ ଯାତ୍ରା କରନ୍ତି — The passengers of a boat

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ନୌକାରେ ଗମନକାରୀ — Travelling by boat.