Jump to content

ନ୍

ଉଇକିଅଭିଧାନ‌ରୁ

ନ୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)

[ସମ୍ପାଦନା]

ବିଭକ୍ତ୍ୟନ୍ତ ଚିହ୍ନ [ଓଡ଼ିଆ ଅତୀତ ଓ ବର୍ତ୍ତମାନ କାଳ, ମଧ୍ୟମପୁରୁଷ ମାନ୍ୟାର୍ଥକ ଏକବଚନ (ଆପଣ) ଓ ବହୁବଚନ (ଆପଣମାନେ) ଏବଂ ୩ୟ ପୁରୁଷ ମାନ୍ୟାର୍ଥକ ୧ ବଚନ (ସେ) ଓ ବହୁବଚନ (ସେମାନେ) ସଙ୍ଗେ ବ୍ୟବହୃତ]—ନ୍ତି, ଣି (ଯଥା—କରନ୍ତି; କଲେଣି) ପରିବର୍ତ୍ତରେ ବ୍ୟବହୃତ ଅକ୍ଷର — An inflectional ending of verbs.

(ଯଥା—ମଲେନ୍=ମଲେଣି; ଯାଉଛନ୍=ଯାଉଛନ୍ତି)