ନ୍ୟଗ୍ରୋଧ
ଦେଖଣା
ନ୍ୟଗ୍ରୋଧ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନ୍ୟକ=ନିମ୍ନ+ରୁଧ୍ ଧାତୁ= ରୋଧ କରିବା+ କର୍ତ୍ତୃ. ଅ; ଯେ ବହୁ ମୂଳଦ୍ୱାରା ନିମ୍ନଦେଶକୁ ରୋଧ କରେ)
[ସମ୍ପାଦନା]- ୧. ବଟବୃକ୍ଷ; ବରଗଛ — ୧. The Banyan tree; Indian fig; Ficus India.
- ୨. ଶମୀ ବୃକ୍ଷ —୨. A tree; Accacia Suma.
- ୩. ଚାରିହାତ ପରିମାଣ — ୩. A measure of ୪ cubits; fathom.
- ୪. ବିଷ୍ଣୁ —୪. A name of Bishṇu
- ୫. ଉଗ୍ରସେନ ରାଜାଙ୍କର ପୁତ୍ର — ୫. Name of a son of Ugrasena.
- ୬. ଦୁଇ ବାହୁକୁ ସମ୍ପୂର୍ଣ୍ଣରୂପେ ବିପରୀତ ଦିଗକୁ ବିସ୍ତୃତ କଲେ ଯେଉଁ ପରିମିତ ଦୁରତା ହୁଏ (ହିନ୍ଦୀ - ଶ.) — ୬. A measure of the two arms extended in opposite directions.
- ୭. ମହାଦେବ (ହି) —୭. Ṡiba.
- ୮. ମୂଷିକପର୍ଣ୍ଣୀ; ମୂଷାକାନୀ (ହିନ୍ଦୀ - ଶ) (ଦେଖ) - ୮. Mūshākānī (See)