ନ୍ୟଙ୍କୁ
ଦେଖଣା
ନ୍ୟଙ୍କୁ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ନି= ନିୟତ+ଅନ୍ଚ୍ ଧାତୁ=ଗମନକରିବା+କର୍ତ୍ତୃ ଉ)
- ୧. ବହୁଶୃଙ୍ଗ ମୃଗବିଶେଷ; ଶାଖାପ୍ରଶାଖା ବିଶିଷ୍ଟ ଶୃଙ୍ଗଯୁକ୍ତ ମୃଗ —୧. A sort of antelope a deer with branching antlers.
- ୨. ଖୁରାଣ୍ଟି; ଅତିକ୍ଷୁଦ୍ରଚିତ୍ରଦେହ ମୃଗବିଶେଷ — ୨. A very small variety of deer; Oragulus Meminna.
[ଦ୍ରଷ୍ଟବ୍ୟ —ଏହା ପ୍ରାୟ ୮ ଆଙ୍ଗୁଳି ଉଚ୍ଚ ହୁଏ ଏହାର ଗୋଡ଼ ଅତି ସରୁ; ପଛଆଡ଼ ଉଚ୍ଚା; ଗଳାର ଲୋମ ଦେହ ଲୋମ ଅପେକ୍ଷା ବଡ଼ ଏହା ଶୃଙ୍ଗହୀନ]
- ୩. ମୁନିବିଶେଷ —୩. The name of a sage.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ନିତାନ୍ତ ଗମନଶୀଳ —Moving swiftly.