Jump to content

ନ୍ୟସ୍ତଶସ୍ତ୍ର

ଉଇକିଅଭିଧାନ‌ରୁ

ନ୍ୟସ୍ତଶସ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରିହୀ; ନ୍ୟସ୍ତ+ଶସ୍ତ୍ର)

[ସମ୍ପାଦନା]
୧. ଯେଉଁଲୋକ ଶସ୍ତ୍ରାଦି କାଢ଼ିପକାଇ ଅଛି —୧. Unarmed; having laid down one's arms.
୨. ଯୁଦ୍ଧ କରିବାକୁ ପରାଙ୍ମୁଖ — ୨. Averse from strife.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପିତୃଲୋକ —The souls of the departed ancestors.