Jump to content

ନ୍ୟାଯ୍ୟ

ଉଇକିଅଭିଧାନ‌ରୁ

ନ୍ୟାଯ୍ୟ

ଉଚ୍ଚାରଣ

[ସମ୍ପାଦନା]

(ନ୍ୟାଯ୍ୟତା, ନ୍ୟାଯ୍ୟତ୍ୱ—ବି)

ସଂସ୍କୃତ - ବିଶେଷଣ - (ନ୍ୟାୟ+ଅନପେତାର୍ଥେ. ଯ)

[ସମ୍ପାଦନା]
୧. ନ୍ୟାୟସଙ୍ଗତ; ଯୁକ୍ତିଯୁକ୍ତି —୧. Reasonable; just; equitable; right.
୨. ଯଥାର୍ଥ —୨. True.
୩. ଯୋଗ୍ୟ —୩. Fit.
୪. ଉଚିତ —୪. Proper.
୫. ବୌଧ; ଆଇନସଙ୍ଗୀତ — ୫. Legitimate; legal.
୬. ଯାହା ନ୍ୟାୟ ବା ଆଇନଦ୍ୱାରା ଲଭ୍ୟ — ୬. Legally recoverable or receivable.