Jump to content

ନ୍ୟାଯ୍ୟ ପାଉଣା

ଉଇକିଅଭିଧାନ‌ରୁ

ନ୍ୟାଯ୍ୟ ପାଉଣା

ଉଚ୍ଚାରଣ

[ସମ୍ପାଦନା]

(ନ୍ୟାଯ୍ୟପ୍ରାପ୍ୟ—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (କଚିରିଆ)

[ସମ୍ପାଦନା]

ଆଇନଦ୍ୱାରା ଲଭ୍ୟ ପ୍ରାପ୍ୟ — Legally recoverable dues; legitimate dues.

ଦେଶଜ - ବିଶେଷଣ - (କଚିରିଆ)

[ସମ୍ପାଦନା]

ଅଇନ ଅନୁସାରେ ଯାହା କୌଣସି ବ୍ୟକ୍ତିର ପ୍ରାପ୍ୟ —Legally due to a person.