Jump to content

ନ୍ୟାସିକ

ଉଇକିଅଭିଧାନ‌ରୁ

ନ୍ୟାସିକ

ଉଚ୍ଚାରଣ

[ସମ୍ପାଦନା]
(ନ୍ୟାସିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ଫୁ. (ନ୍ୟାସ+ କ; ଇ ଆଗମ)

[ସମ୍ପାଦନା]
୧. ଗଚ୍ଛିତ ବସ୍ତୁ ବା ଧନର ରକ୍ଷକ —୧. Trustee.
୨. ବନ୍ଧକଗ୍ରହୀତା —୨. Mortgagee.
୩. ସନ୍ୟାସୀ —୩. A person who has renouned the world.
୪. ନ୍ୟାସକରା —୪. A person who entrusts a thing with another.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯାହା ନିକଟରେ ଗଚ୍ଛିତ ବସ୍ତୁ ରଖାଯାଏ — Entrusted with a trust property.